by KRUTIBAS NAYAK ✓ · 9 Sept 2020
ତୁମ ଶ୍ରୀଚରଣ ମୋର ମୁକ୍ତି ଦୁଆର, ତୁମ କରୁଣାରେ ହେବ ଅଜ୍ଞାନ ଦୂର | ମନୋକାମନା ମୋହର ହେବ ପୂରଣ | ହେ-ଗୁରୁଦେବ ! ଘେନ କୋଟି ପ୍ରଣାମ, ଦୟାକରି ତୁମପାଦେ ଦିଅ ଶରଣ |
Loading comments…
Loading comments…