Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଗୁରୁଦେବ
9 poems
ଗୁରୁଦେବ ଚିର ନମସ୍ୟ
Sadananda Sahoo · 1 min read · 7.3K reads
ହେ ଚିର ନମସ୍ୟ ସର୍ବପଲ୍ଲୀ ସୁତ ଭୂତପୂର୍ବ ଗୁରୁ ବ୍ରହ୍ମା ; ତଵ ଜନ୍ମ ଦିନ ଭାରତେ ବଦିତ ଗୁରୁ ପାଏ ପଦ ପୂଜା !!
Inspirational
ଗୁରୁ ବନ୍ଦନା : ଘେନ କୋଟି ପ୍ରଣାମ
KRUTIBAS NAYAK · 1 min read · 134 reads
ତୁମ ଶ୍ରୀଚରଣ ମୋର ମୁକ୍ତି ଦୁଆର, ତୁମ କରୁଣାରେ ହେବ ଅଜ୍ଞାନ ଦୂର | ମନୋକାମନା ମୋହର ହେବ ପୂରଣ | ହେ-ଗୁରୁଦେବ ! ଘେନ କୋଟି ପ୍ରଣାମ, ଦୟାକରି ତୁମପାଦେ ଦିଅ ଶରଣ |
Inspirational
ପରଂବ୍ରହ୍ମ ଗୁରୁଦେବ
Lipi Sahoo · 1 min read · 383 reads
ଯେବେ ଅଜ୍ଞାନତମସାରେ ହଜାଇ ଦିଗ ତିଳ ତିଳ କରି ଜୀବନକୁ ଦିଏ ଜଳାଞ୍ଜଳି ଦିଗଦର୍ଶକ ସାଜନ୍ତି ଜ୍ଞାନର ପ୍ରଦୀପ ଜାଳି ସେତ ଏକା ପରଂବ୍ରହ୍ମ ଗୁରୁଦେବ
Inspirational
ଗୁରୁ
Ashutosh Swain · 1 min read · 104 reads
ତୁମେ ଆଲୋକର ଜ୍ୟୋତି ସଂଜ ଓ ସକାଳେ ତୁମପାଦ ସ୍ମରି ଜଣାଏ ଶତ ପ୍ରଣତି ଦୁରେଥାଏ ଅବା ପାଶେଥାଏ ତୁମ ଭକତି ରହିଛି ରହିବ
Classics
ହେ ଗୁରୁଦେବ
ଅରୁନ୍ଧତୀ ଜେନା · 1 min read · 401 reads
ତମସା ପଥରୁ ଆଲୋକ ପଥର ଅନୁଭବ ତୁମ ପ୍ରୟାସରେ ସବୁକିଛି ଏଠି ସମ୍ଭବ ହେ ଗୁରୁଦେବ, ନମୋ ଗୁରୁଦେବ
Inspirational
ନମୋ ନମୋ ଗୁରୁଦେବ ପ୍ରଣାମ ପାଦତଳେ ତୁମର
Surjyakanta Dash · 1 min read · 29 reads
ଥିଲେ ଯେବେ ଆମେ ମାଟି ପିଣ୍ଡୁଳାଟେ ଜ୍ଞାନ ଦେଇ ଆମକୁ ଜ୍ଞାନରେ ଗଢ଼ନ୍ତି ସିଏ ଗୁରୁ, ଭଲ ଶିକ୍ଷା ଦୀକ୍ଷା ବୁଦ୍ଧି ଦେଇ ଶିଖାଇ ଶିଷ୍ଟାଚାର ନିଜ ଗୋଡ଼ରେ ଠିଆ କରାନ୍ତି
Inspirational
Loading…
Next page →