by Lipi Sahoo ✓ · 31 Aug 2020
ଯେବେ ଅଜ୍ଞାନତମସାରେ ହଜାଇ ଦିଗ ତିଳ ତିଳ କରି ଜୀବନକୁ ଦିଏ ଜଳାଞ୍ଜଳି ଦିଗଦର୍ଶକ ସାଜନ୍ତି ଜ୍ଞାନର ପ୍ରଦୀପ ଜାଳି ସେତ ଏକା ପରଂବ୍ରହ୍ମ ଗୁରୁଦେବ
Loading comments…
Loading comments…