by କବିଶ୍ରୀ ଅକ୍ଷୟ କୁମାର ବେହେରା ✓ · 9 Sept 2020
ଅନ୍ଧକାରେ ଗୁରୁ ଦେଖାନ୍ତି ଆଲୋକ ଦିଅନ୍ତି ଉତ୍ତମ ଶିକ୍ଷା, ଗୁରୁଙ୍କର ଜ୍ଞାନ ସଦା ସହଯୋଗୀ ବିପଦୁ କରଇ ରକ୍ଷା । ଗୁରୁଠାରୁ ଶ୍ରେଷ୍ଠ ନୁହେଁ କେ ଜଗତେ ସବୁଠାରେ ପୂଜାପାନ୍ତି, ସଂସାର ପଥରେ ବାଟ ଚାଲିବାକୁ ନୀତି ଶିକ୍ଷା ଦେଉଥାନ୍ତି
Loading comments…
Comments
Loading comments…