by Maheswar sahoo ✓ · 6 Sept 2021
ସତ୍ୟ ନ୍ୟାୟ ଧର୍ମ ଶିଖାଇଛ ମୋତେ ରଖି ହୃଦେ କଠୋରତା । ତୁମ ଶିଷ୍ଟାଚାର କ୍ଷମା ଓ କର୍ତ୍ତବ୍ୟ ପ୍ରତି କ୍ଷଣେ ନୈତିକତା ।।
Loading comments…
Comments
Loading comments…