by Sarita Rani Mohanty ✓ · 7 Oct 2020
ସଭିଙ୍କ ଜୀବନ ଏକା ପରି ନୁହେଁ ଧନୀ ଗରିବ ବି ଥାଏ ସାଧାରଣ ଭାବେ ହାଟରୁ ସଉଦା ଗରିବ ଟି ନେଇ ନିଏ। କିଏ ନିନ୍ଦୁଥାଏ ନିଜ ଭାଗ୍ୟ ବସି କିଏ କହୁଥାଏ ଲୀଳା ଚୋର ଟାଉଟର ହାଟରେ ଦେଖି ବ ବୁଲୁଥାନ୍ତି ଭେଳା ଭେଳା।
Loading comments…
Loading comments…