Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଚିରଅମର
136 poems
ପ୍ରେମ
bebismita kar · 1 min read · 205 reads
ଗୋଲାପ, ମେହେନ୍ଦି, ସିନ୍ଦୂର ନାମରେ ତିନୋଟି ପାହାଚ ଇଏ ପାରି ହୁଏ ଯିଏ ଏ ପାହାଚ ସବୁ ପ୍ରେମ ର ବାଜି ଜିତିଚି ସିଏ।
Others
ହାଟ
Sarita Rani Mohanty · 1 min read · 200 reads
ସଭିଙ୍କ ଜୀବନ ଏକା ପରି ନୁହେଁ ଧନୀ ଗରିବ ବି ଥାଏ ସାଧାରଣ ଭାବେ ହାଟରୁ ସଉଦା ଗରିବ ଟି ନେଇ ନିଏ। କିଏ ନିନ୍ଦୁଥାଏ ନିଜ ଭାଗ୍ୟ ବସି କିଏ କହୁଥାଏ ଲୀଳା ଚୋର ଟାଉଟର ହାଟରେ ଦେଖି ବ ବୁଲୁଥାନ୍ତି ଭେଳା ଭେଳା।
Others
ମୋ ମାଆ
Siba Sethy · 1 min read · 314 reads
ମାଆ ଠାରୁ ବଳି ଏ ତିନି ଭୂବନେ ଅଛି କି ଆମର ଜ୍ୟୋତି।। ଗୋଟିଏ ହୃଦୟେ ଗୋଟିଏ ସାଙ୍ଗରେ ସତ୍ୟ ଶାନ୍ତି
Abstract
ଅଫେରା ମାନସ
Sandhya Rani Panigrahy · 2 min read · 161 reads
ଅତୀତର ଛାୟାରୁ ବର୍ତ୍ତମାନର ସ୍ଥିତି ଯାଏଁ ସବୁ ଯେମିତି ଜୀବନ୍ତ ଅନୁଭୂତି ନିଜସ୍ବ ରହିତ ଆହୁତିର ଅନାହୂତ ଅଭିଭୂତି ଚିର ସ୍ମରଣୀୟ ନିଜ ସ୍ବୀକୃତି ।
Thriller
ଅଫେରା ବାଟ
Smruti Ranjan Tripathy · 1 min read · 217 reads
ଯେତେ ଯିଏ ଡାକିଲେ ବି ମୁଁ ଏବେ ପଥିକ ଅଫେରା ବାଟର ସମ୍ପର୍କର ନଈ ସାଥେ ମୁଁ ବି ସ୍ନିଗ୍ଧ ଶୀତଳ ସବୁ ଅପବାଦକୁ ଖାତିର ନକରି ବହିଯାଏ ଏ କୂଳରୁ ସେ କୂଳ ଚିର ସବୁଜ ଛଳ ଛଳ ।
Thriller
ଜୀବନ ରାଗ - ୧୩
Gyanaranjan Sahoo · 1 min read · 7K reads
ଚିର କୁମାରୀ ମୁଁ ଚୁଲି ଝିଙ୍କା ଦେଲେ ଧୋଇ ହାତଗଣ୍ଠି ପରେ ଯମପାଶ ନିତି ସାବିତ୍ରୀ ହାତେ ଧରଇ ।
Inspirational
Loading…
Next page →