by Prasanta kumar Hota ✓ · 24 Oct 2018
ମହିଷମର୍ଦ୍ଦିନୀ ମାତ ଦୁର୍ଗତି ନାଶିନୀ ଭକ୍ତି ଅର୍ଘ୍ୟ ଘେନାକର କରାଅ ପାବନୀ ନବଦିନେ ନବରସ ନବଧା ଭକତି ସଦୟ ଗୋ ହୁଅ ମାତ ଭରିଦିଅ ଶକ୍ତି
Loading comments…
Comments
Loading comments…