English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ମେଘମାଳା
18 poems
ପ୍ରେମ ଓ ପ୍ରେମିକା
Gunanidhi Samal · 1 min read · 480 reads
ଏମିତି ଏକ ଅବୁଝା ପ୍ରଶ୍ନର ଉତ୍ତର ଖୋଜୁଥିବା କବି ମୁଁ" କେମିତି ବା' ଲେଖିବି କବିତା ।
Romance
ସ୍ୱାଗତ ମୌସୁମୀ
Bauribandhu Lenka · 1 min read · 14.1K reads
କ୍ଷେତେ କ୍ଷେତେ ବୀଜ ଅଙ୍କୁରଣ ହେବ ତୁମ ପହିଲି ପରଶେ ମେଘମାଳା ସଙ୍ଗେ ଆସ ତୁମେ ବର୍ଷିଯାଅ ମୋ ଭାରତ ବର୍ଷେ ॥
Thriller
ନୀଳ ଆକାଶର ନୀଳ ମେଘମାଳା
Prasanta kumar Hota · 1 min read · 13.6K reads
ହେ ନୀଳ ଆକାଶର ନୀଳ ମେଘମାଳା ଆସଥରେ ତମେ ଓହ୍ଲାଇ ପ୍ରିୟତମ ମୋର ରହିଛି ଅନାଇ ମୋ ଦୁଃଖ ଶୁଣିଲେ ବ୍ୟଥିତ ସେ ହେବେ କହିଦେବେ ଆସିବାକୁ ରାସ୍ତା
Others
ସ୍ୱାଗତ ମୌସୁମୀ
Bauribandhu Lenka · 1 min read · 7K reads
ତୁମ ଆଗମନୀ ବାର୍ତ୍ତା ଗୁଞ୍ଜେ ମେଘର ସେ ଗୁରୁ ଗରଜନେ ଆନନ୍ଦିତ ପୁର ପଲ୍ଲୀବାସୀ ନାଚେ ଶିଖି ମେଘ ଦରଶନେ ॥
Others
ମୋ ମନ ମୟୂର ତୁ କଳା ଘୁମର
Prafulla Chandra Mishra · 1 min read · 6.7K reads
• ଅଭିନବ ଯାତ ଦେଖିବା ଉଚ୍ଚାଟ • ଗନ୍ଧର୍ବ,ଅସୁର,ସୁର,ସାଧୁ,ସନ୍ଥ • ହୋଇଲେଣି ରୁଣ୍ଡ ଶୀରିଖେତର ରେ • ଗୁଡକୁ ଯେସନେ ପିମ୍ପୁଡ଼ି ଧାର ....
Others
ହେ ମା' ଦୂର୍ଗା
Prasanta kumar Hota · 1 min read · 13.7K reads
ମହିଷମର୍ଦ୍ଦିନୀ ମାତ ଦୁର୍ଗତି ନାଶିନୀ ଭକ୍ତି ଅର୍ଘ୍ୟ ଘେନାକର କରାଅ ପାବନୀ ନବଦିନେ ନବରସ ନବଧା ଭକତି ସଦୟ ଗୋ ହୁଅ ମାତ ଭରିଦିଅ ଶକ୍ତି
Others
Loading…
Next page →