by Bauribandhu Lenka ✓ · 5 Jul 2018
ତୁମ ଆଗମନୀ ବାର୍ତ୍ତା ଗୁଞ୍ଜେ ମେଘର ସେ ଗୁରୁ ଗରଜନେ ଆନନ୍ଦିତ ପୁର ପଲ୍ଲୀବାସୀ ନାଚେ ଶିଖି ମେଘ ଦରଶନେ ॥
Loading comments…
Loading comments…