by Lokanath Rath ✓ · 29 Sept 2021
କର୍ତ୍ତବ୍ୟର ଆଜି ଖୋଲା ବଜାରରେ ଦେଖ ନିଲାମ ହେଉଛି ହିସାବ ମାଗୁଛି ଛାତି ଫୁଲାଇ ଅଧିକାର, ଲଜ୍ଜ୍ୟାରେ ବୁଡି କିନ୍ତୁ, କର୍ତ୍ତବ୍ୟ କହୁଛି ଲୁଚି ଲୁଚି କରିଯାଅ କର୍ମ, ଚାଲି ମାର୍ଗ ସତ୍ୟ ଧର୍ମର |
Loading comments…
Comments
Loading comments…