by Manisha Pattnayak ✓ · 25 Sept 2021
ସ୍ମୃତିରେ ସାଇତା ଅଲିଭା କଥା ଫିକା ଫିକା ନ ଲାଗୁ ମନରେ ବୋଲି ତୁମ ପାଖରେ ପାରୁନାହିଁ କହି ତଥାପି ତୁମକୁ ପାରୁନି ଭୁଲି ମନରେ ଅବ୍ୟକ୍ତ କୋହ ମୋତେ ନିତି ଜାଳୁଛି
Loading comments…
Comments
Loading comments…