by Prasanna Kumar Madala ✓ · 23 May 2019
ପ୍ରହଲ୍ଲାଦ ସୁତ କୋଳେ ଦାନବ ଔରସେ ସମ୍ଭୂତ ହରଷେ ତୋଷଇ ଶୈଶବ ରୋଳେ ଆହ୍ଲାଦେ ତନୟେ ତୋଳେ ପ୍ରହଲ୍ଲାଦ ପୁତ୍ର ଭଜେ ନାମସୂତ୍ର ବୈଷ୍ଣବ ଭକତି ଭୋଳେ ।
Loading comments…
Loading comments…