English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଶ୍ରୀହରି
15 poems
ଚଉପଦୀ - ଆସିବେ ଶ୍ରୀହରି
ପ୍ରାଚୀନ ଓଡ଼ିଆ କାବ୍ୟ କବିତା · 1 min read · 7K reads
ଆଜ ବ୍ରଜଯୁବରାଜ ହରଷରେ । କୁଞ୍ଜେ ବିହରିବେ ଗୋ ମୋ ସଙ୍ଗରେ । ୪ । ବାସିତ ଚନ୍ଦନ ସିଞ୍ଚି ଏ ଆଳୟରେ । ଭାଷିଲେ ଶ୍ରୀଗୌରଚନ୍ଦ୍ର ସତ୍ୱରେ ।
Classics
ବିଶ୍ୱବିହାରୀ
Bauribandhu Lenka · 1 min read · 6.9K reads
ଭକତି ଅର୍ଘ୍ୟରେ କରିବି ବନ୍ଦନ ଶ୍ରୀଅଙ୍ଗେ ଲେପିବି ପ୍ରୀତିର ଚନ୍ଦନ.....
Inspirational
ହରିଭକ୍ତ ପ୍ରହଲ୍ଲାଦ
Prasanna Kumar Madala · 1 min read · 177 reads
ପ୍ରହଲ୍ଲାଦ ସୁତ କୋଳେ ଦାନବ ଔରସେ ସମ୍ଭୂତ ହରଷେ ତୋଷଇ ଶୈଶବ ରୋଳେ ଆହ୍ଲାଦେ ତନୟେ ତୋଳେ ପ୍ରହଲ୍ଲାଦ ପୁତ୍ର ଭଜେ ନାମସୂତ୍ର ବୈଷ୍ଣବ ଭକତି ଭୋଳେ ।
Classics
ମୋହନା ଚଉତିଶା
ଓଡ଼ିଆ ଗଳ୍ପ ଓ କବିତା - ୧ · 5 min read · 131 reads
ମୋହନା ହେବ ହରକୃପା ଲବେ ହେମସାର ଗୋରା ମୃଦୁ ତନୁଟି କି ଏ ମସାର ଯୁତ ହେବ ରେ
Classics
ଏକରେ ଅନେକ ଅନେକରେ ଏକ
Hrushikesh Satpathy · 1 min read · 32 reads
ନ୍ୟାୟ ପାଳିକା ବି ନ୍ୟାୟ ପରିଧିରେ ଗାଏ ତୁମ ସ୍ୱାଗତିକା, ଭକତମାନଙ୍କ ବିଶ୍ୱ ଭୂଗୋଳର
Inspirational
ଗୋପୀଚନ୍ଦନ ପ୍ରିୟ ଶ୍ରୀହରି ... -
Dr.Soumya Ranjan Khatua · 1 min read · 160 reads
ସକଳ ଘଟେ ତୁମେ ବିଦ୍ୟମାନ ପୁଣି , ତେଣୁ କଂସ ତୁମକୁ ମାରିବବା କେମିତି ପୁଣି , ନିହତ କରିବାକୁ ତୁମକୁ ହେ ଗୋବିନ୍ଦ କଲା ବୃଥା ଚେଷ୍ଟା ନିଜକୁ ଶକ୍ତିଶାଳୀ ମଣି , ସକଳ ସଦ୍ୟଜାତ ଶିଶୁ କରିଲା ନିହତ ତୁମକୁ ନପାରି ଜାଣି
Inspirational
Loading…
Next page →