by Satyabati Swain ✓ · 16 Oct 2021
କିଛି ଭଲ ଲାଗୁନି ଭିତରେ କିଏ କୋରୁଛି ମା ସେ କେତେ କଷ୍ଟରେ ଜନ୍ମ ଦେଇ ମଣିଷ କରିଛି ତାର ବଳ ବୟସ ଖସିଲାରୁ ଆମେ କେତେ କୃତଜ୍ଞ ଟିକେ ପାଖରେ ରଖିବାକୁ କେହି ରାଜି ହେଲୁନି ! ଧର୍ମ ସହିବ ତ!
Loading comments…
Comments
Loading comments…