by Alaka Dash ✓ · 20 Aug 2021
କେବେ ମୁଁ ସାଜିନି ମାନିନୀ ଶ୍ରୀରାଧା, ଲୁଟିବାକୁ ଚାହିଁନି ପ୍ରେମର ପସରା, କେବେ ଦେଖିନି ଯମୁନା, ହୋଇନି ପ୍ରେମ ପାଗଳିନୀ ବାନ୍ଧିନି ନୁପୁର, ସାଜିନି ଦେବଦାସୀ, ଅହର୍ନିଶି ହୃଦ କୁଞ୍ଜ ବନେ ଖୋଜିଛି ଲୁଚି ଲୁଚି
Loading comments…
Loading comments…