by Priyadarsini Das. ✓ · 30 Apr 2021
ଜୀବନଟା କ୍ଷେତ ଆଜି ମରୁଭୂମିଟିଏ, ଚାରିଆଡେ ଖାଲି ଶୁଷ୍କ ବାଲୁକା, ଜଳଧାରା ସତେ ଯେମିତି ସ୍ୱପ୍ନ, ମରୁଦ୍ୟାନ ପାଇଁ ଗୋଡ଼େଇ ଆଜି ଏ ପାଦ ବି ହାଲିଆ, ଜୀବନଟା ସତେ ଯେମିତି ଉଡି ଯାଇଛି ବାଲିଝଡ଼ ସହ
Loading comments…
Loading comments…