by Shashanka sekhar Ray ✓ · 5 Jun 2019
ପ୍ରେମର ଗଭୀରତା ମାପିବା ସହଜ ନୁହେଁ ଦେହ ସହ ଦେହର କ୍ଷଣିକ ଉତ୍ତେଜନା ରକ୍ତ ମାଂସର ସ୍ନାୟୁବିକ ଉଷ୍ଣତା ପରେ ଶୀତଳ ହୋଇଯାଉଥିବା ବରଫ ଦେହ ଭୁଲିଯାଇଥାଏ ପ୍ରେମର ହିମାଳୟକୁ
Loading comments…
Comments
Loading comments…