by Paramita Mishra ✓ · 18 Jun 2021
ସ୍ମୃତିର ସେଇ ସୌଧରେ ବି ଘରଟିଏ ତୋଳିଛି, ସେ ଘରେ ଅଛି ଶେଷରେ ବିତାଇ ଥିବା ତୋ ଦେହର ବାସ୍ନା, ତୋ ଅଧରକୁ ପୁଣି ଥରେ ଛୁଇଁବାକୁ ଚାହୁଁଥିବା ମୋର ତୃଷା, ତୋ ଗଭାରୁ ଝରି ଯାଇ ଥିବା ମଲ୍ଲୀ ଫୁଲର ଅସ୍ଥି,
Loading comments…
Comments
Loading comments…