by Binodini Dash ✓ · 22 Sept 2020
ଜୀବନ ଯେଉଁଠି ଯାତନା ଜୁଇରେ ଖେଳୁଅଛି ଲୁଚକାଳି, ଜୀଇଁବା ସେଇଠି ହାତଠାରି ଡାକେ ଯାହାପାରେ ଧରେ ତୋଳି, ହେଲେ ବି ଜରିଗୋଟାଳି, ତା'ର ଅଜାଣତେ ମହନୀୟ କାର୍ଯ୍ୟେ ନିଜକୁ ରଖେ ସମ୍ଭାଳି
Loading comments…
Loading comments…