by Ratinarayan Rout ✓ · 30 Aug 2021
ନନ୍ଦ ଯଶୋମତୀ ପ୍ରାଣ ରାଧିକା ଜୀବଜୀବନ ଗୋପେ ରାସ ଲଗାଇ ସେ ମନ ମୋହିଲେ କାଳୀୟ ଦର୍ପକୁ ନାଶି ବଜାଇ ମୋହନ ବଂଶୀ କଦମ୍ବ ଯମୁନା କୂଳେ ଲୀଳା କରିଲେ ଅକ୍ରୂର ସାଥିରେ ଆସିଲେ ଧନୁଯାତ୍ରା ଦେଖିବାକୁ ମଥୁରା ଗଲେ
Loading comments…
Loading comments…