by RUNALAILA MOHANTA ✓ · 8 Jun 2021
ଆସେ ସିଏ ରୂପ ନେଇ କାଳବୈଶାଖୀର ପବନ ସାଥେ ଉଡ଼ାଇ ନିଏ ଘରଦ୍ୱାର ନିର୍ମୂଳ କରି ଉପାଡ଼ି ଦିଏ ଗଛର ଚେର ଯିଏ ଆସେ ତାର ରାସ୍ତାରେ ପହଞ୍ଚାଇ ଦିଏ ତାକୁ ସ୍ୱର୍ଗଦ୍ଵାର
Loading comments…
Loading comments…