Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଘରଦ୍ୱାର
4 poems
ଭୋକ
Jayashree Maharana · 1 min read · 175 reads
କଅଁଳ ବୟସ ଭାରି କାମ କିଛି ମୁହିଁ କରି ପାରେ ନାହିଁ ପାରୁଥିବା କାମ ଦେଇ ଦିଅ ମୋତେ କରିଦେବି ଖୁସି ହୋଇ
Tragedy
କାଳବୈଶାଖୀ
RUNALAILA MOHANTA · 1 min read · 217 reads
ଆସେ ସିଏ ରୂପ ନେଇ କାଳବୈଶାଖୀର ପବନ ସାଥେ ଉଡ଼ାଇ ନିଏ ଘରଦ୍ୱାର ନିର୍ମୂଳ କରି ଉପାଡ଼ି ଦିଏ ଗଛର ଚେର ଯିଏ ଆସେ ତାର ରାସ୍ତାରେ ପହଞ୍ଚାଇ ଦିଏ ତାକୁ ସ୍ୱର୍ଗଦ୍ଵାର
Tragedy
ପରିବେଶ ସୁରକ୍ଷା
Pradipta Kumar Behera · 1 min read · 459 reads
ଆମ ପରିବେଶ ଏ ଜୀବଜଗତ ରାସ୍ତାଘାଟ ଘରଦ୍ୱାର କଳ କାରଖାନା ଯେତେଛନ୍ତି ସବୁ ଅସ୍ତିତ୍ଵ ପରିବେଶର ।
Inspirational
ନଈକୂଳରେ ଡ଼ଙ୍ଗା
Upendra Mahala · 1 min read · 230 reads
ନଈକୂଳ ଆମକୁ ଦିଏ ଜୀବନ, ଶାନ୍ତ ଶୀତଳତା ଭିଜା ପବନ, ଶିଖାଏ ନୂତନ ସଭ୍ୟତାର ମନ୍ତ୍ର, କେବେ ଉଗ୍ରରୂପ ଧରି ସୁଅରେ ଭସାଇ ନିଏ ଗଛବୃଚ୍ଛ, ଘରଦ୍ୱାର, ସାଜେ ସୃଜନ-ପ୍ରଳୟର ସ୍ୱାକ୍ଷର।
Inspirational