by Upendra prasad Mahala ✓ · 18 Jul 2021
ନଈକୂଳ ଆମକୁ ଦିଏ ଜୀବନ, ଶାନ୍ତ ଶୀତଳତା ଭିଜା ପବନ, ଶିଖାଏ ନୂତନ ସଭ୍ୟତାର ମନ୍ତ୍ର, କେବେ ଉଗ୍ରରୂପ ଧରି ସୁଅରେ ଭସାଇ ନିଏ ଗଛବୃଚ୍ଛ, ଘରଦ୍ୱାର, ସାଜେ ସୃଜନ-ପ୍ରଳୟର ସ୍ୱାକ୍ଷର।
Loading comments…
Loading comments…