by Bandita Mohanty ✓ · 23 Mar 2022
କବିତା ଗୋ ତୁମେ ଆସ ଋତୁରାଜ ବସନ୍ତର ପୁଷ୍ପ ସମ୍ଭାର ଧରି ମଞ୍ଜୁଳ କୋକିଳ କଣ୍ଠେ କବି ହୃଦୟକୁ ସର୍ବାଙ୍ଗ ସୁରଭିରେ ଦିଅ ଭରି
Loading comments…
Loading comments…