by susmita mohapatra ✓ · 24 May 2020
ଶୁଭୁଛି କି ଏବେ ଘର ଚଟିଆର କିଚିରି ମିଚିରି ଶବଦ, ସଫେଦ ସୁନ୍ଦର ଦିଶେକି ଅମ୍ବର ଖାଲି କଳା ଧୂଆଁ ବଉଦ, ସୁଖେ ନିଃଶ୍ୱାସ ନେବାକୁ ପ୍ରୟାସ କରିବା ଯେଉଁଠି ଅଯଥା, ପ୍ରଦୂଷଣ ମୟ ଏ ମହୀରେ ପ୍ରାୟ ହରାଇଛୁ ଆମ ଅସ୍ମିତା,
Loading comments…
Comments
Loading comments…