StoryMirror - Read, Write, Share & Repeat- ଅପେରା ରାଇଜChinmayee Sahoo · 1 min read · 297 readsକଲା କର୍ମ ତୋର ବିଚାର କାଳରେ
ନୋହିବେ କେହି ଯେ ସାହା
କୃତକର୍ମ ଫଳ ଭୋଗିବୁ ଏକାକୀ
ନ ଶୁଭିବ କା'ରAbstract
- କେମିତି ଲେଖିବି କବିତାsusmita mohapatra · 1 min read · 12K readsଶୁଭୁଛି କି ଏବେ ଘର ଚଟିଆର
କିଚିରି ମିଚିରି ଶବଦ,
ସଫେଦ ସୁନ୍ଦର ଦିଶେକି ଅମ୍ବର
ଖାଲି କଳା ଧୂଆଁ ବଉଦ,
ସୁଖେ ନିଃଶ୍ୱାସ ନେବାକୁ ପ୍ରୟାସ
କରିବା ଯେଉଁଠି ଅଯଥା,
ପ୍ରଦୂଷଣ ମୟ ଏ ମହୀରେ ପ୍ରାୟ
ହରାଇଛୁ ଆମ ଅସ୍ମିତା,Others
- ପାରିଜାତDebadatta Jena · 1 min read · 217 readsତା ଅସ୍ଥି,ମଜ୍ଜା,ମେଦ,ବୃନ୍ତ,
ଏବେ ଲାଗେ ବୃନ୍ତ ଶୂନ୍ୟ
ବିସ୍ମୃତ ବିଭୋର ମାୟା ମୋହRomance
- ସଂତ୍ରସ୍ତ ଭିଟାମାଟି..Debadatta Jena · 1 min read · 271 readsରଚି ଯିବେ ବୁଭୂକ୍ଷୁର ଅନ୍ତହୀନ
ଆର୍ତ୍ତନାଦ, ରଜୋବତୀ ଧରଣୀ
ରାଣୀର ଉନ୍ମୁକ୍ତ ଶରୀର ସୌଷ୍ଠବ,
ବିଦାରିବେ ଋତୁ ସଂହାରର ଚିତ୍ର,
ତା' କଙ୍କାଳର ଇତିହାସ
ଏଇ ମିଥୁନ ତିଥିରେ..!
ଫେରିଛି ପ୍ରିୟତମ,ଅପ୍ରବାସୀ ହୋଇ,
ଚଞ୍ଚୁରେ ତା'ର ଭିଟାମାଟିTragedy
- ଅପେକ୍ଷାChinmaya Kumar Nayak · 1 min read · 352 readsଭାବମୟ ହୁଏ ଦୃଶ୍ୟ
ଅପେକ୍ଷାର ସମାପ୍ତି ଉତ୍ତାରେ
ବିସ୍ମୃତ ହୁଏ ଯେତେ ସବୁ ଛିନ୍ନ ଅନୁଭୂତି
ଖୋଲି ଯାଏ ଖିଅ ସବୁ ଲବଣି ପରାଏTragedy
- କଟାଧାନ କ୍ଷେତJagannath Barik · 1 min read · 235 readsଜୀବନ ଯୌବନ ଧନ ନୁହେଁ ସ୍ଥିର
ଘନେ ସୌଦାମିନୀ ପରାୟେ ଅସ୍ଥିର |Others