by Debadatta Jena ✓ · 30 Sept 2020
ରଚି ଯିବେ ବୁଭୂକ୍ଷୁର ଅନ୍ତହୀନ ଆର୍ତ୍ତନାଦ, ରଜୋବତୀ ଧରଣୀ ରାଣୀର ଉନ୍ମୁକ୍ତ ଶରୀର ସୌଷ୍ଠବ, ବିଦାରିବେ ଋତୁ ସଂହାରର ଚିତ୍ର, ତା' କଙ୍କାଳର ଇତିହାସ ଏଇ ମିଥୁନ ତିଥିରେ..! ଫେରିଛି ପ୍ରିୟତମ,ଅପ୍ରବାସୀ ହୋଇ, ଚଞ୍ଚୁରେ ତା'ର ଭିଟାମାଟି
Loading comments…
Loading comments…