by Nityananda Sahu ✓ · 17 May 2022
ଆଖିର ପଲକ ଲମ୍ବିଗଲା ପୁଣି ଦୂର ଦିଗବଳୟ ଡେଇଁ ଛାତିର କୋହରେ ଜମାଟ ବାନ୍ଧୁଥିଲା ,ମୁନ୍ଦା ମୁନ୍ଦା ବର୍ଷାରାଣୀ କେତେ ଯେ ଦିନର ତତଲା କୋହ ମୋ ଆଜି ଯାଉଛି ତରଳି ସତରେ କେମିତି ଏତେ କଷ୍ଟ ଦେଇ ଦୂରେ ରହି ପାରିଲୁ ତୁ ପାଗେଳି ।।
Loading comments…
Comments
Loading comments…