by Antaryami Sahu ✓ · 18 Mar 2021
ଠିକଣା ଖୋଜିବାକୁ ନ ଚାହୁଁ କାହିଁ, ଠକି ତୁ ଚାଲୁ ନିଜେ ନିଜର ପାଇଁ। ସତ୍ୟ ପଥରେ ଗଲେ ଠକିବୁ ନାହିଁ, ଠିକେ ଗଲେ ଠିକଣା ପାଇବୁ ତୁହି
Loading comments…
Comments
Loading comments…