by Binay Mohapatra ✓ · 13 Jul 2017
ଯିଏ ଗଢି ଗଲା ପଥର ବୁକୁରେନିହଣ ଓ ହାତୁଡିକୁ ପିଟି ପିଟି,ନିଜର କ୍ଷତାକ୍ତ ହାତରେ,ଲହୁ ଲୁହାଣ ହୃଦୟରୁନିଚୋଡି ଦେଇ ଥିଲା,ପଥରରେ ତାର କଳ୍ପନାରଲାସ୍ୟମୟୀ ପ୍ରେମିକାରରୂପ ଲାବଣ୍ୟରେ ।
Loading comments…
Loading comments…