English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଲାବଣ୍ୟମୂରତୀ
27 poems
କଳାକାର
Binay Mohapatra · 1 min read · 13.2K reads
ଯିଏ ଗଢି ଗଲା ପଥର ବୁକୁରେନିହଣ ଓ ହାତୁଡିକୁ ପିଟି ପିଟି,ନିଜର କ୍ଷତାକ୍ତ ହାତରେ,ଲହୁ ଲୁହାଣ ହୃଦୟରୁନିଚୋଡି ଦେଇ ଥିଲା,ପଥରରେ ତାର କଳ୍ପନାରଲାସ୍ୟମୟୀ ପ୍ରେମିକାରରୂପ ଲାବଣ୍ୟରେ ।
Abstract
ଚିତ୍ରକାର
Mamatamanjari Das · 1 min read · 296 reads
ଯେତେଥର ଚେଷ୍ଟା କରେ ଆଙ୍କିବାକୁ ତୁମର ସେ ମୋହନ ମୂରତୀ ତୁଳୀ ମୋର ହୁଏ ରଙ୍ଗହୀନ
Others
ପାହାଡୀ ଝରଣା
ପ୍ରଶାନ୍ତ କୁମାର ବେହେରା · 1 min read · 183 reads
ତୋ ସୁଧା ଧାରାରେ କି ବିଷ ରଖିଛୁ ଫାଟିଯାଏ ତୋ ପାଦତଳର ଶିଳା
Romance
ନୈସର୍ଗିକ କୋଳେ
Kumar Mrutyunjay · 1 min read · 166 reads
ଅଜଣା ର ଅନ୍ବେଷଣେ ନିକାଞ୍ଚନ ନିର୍ଜନେ ଭ୍ରମି ଭ୍ରମି ପହଞ୍ଚିଲି ପୁଣି ଏକ ସ୍ଥାନେ, କୋଟି ଲାବଣ୍ୟ ସଂଯୁକ୍ତା ଲାସ୍ୟମୟୀ ଧାରା ଛଳଛଳ କଳକଳ ମଣି ମୁକ୍ତା ଝରା, ଚତୁର୍ପାଶ୍ୱେ ବିରା
Abstract
ତୋତେ ଦେଖିଲା ପରେ
Debabrata Jena · 1 min read · 6.9K reads
ଆବେଗରେ ହୃଦୟ ଝଂକୃତ ହୁଏ ମନର ବୀଣାରେ ମେଘ ମହ୍ଲାର ରଚେ ଜୋଛନା ପ୍ରଭାଶୁନ୍ୟ ତୋ ଲାବଣ୍ୟରେ ତୋତେ ଦେଖିଲା ପରେ.।।
Others
କିଏ କଲା ତୋତେ ଗୋରୀ
Prasanta kumar Hota · 1 min read · 105 reads
କେତେ ବାହାନାରେ ଯାଏ ତୋ ପାଖକୁ ଦେଉ ନାହୁଁ ଟିକେ ଦେଖା ରିକ୍ତ ମନ ମୋର ତିକ୍ତ ହୋଇଲାଣି ଅଭିସାରକୁ ଅପେକ୍ଷା ...
Others
Loading…
Next page →