by Pramila Mohanty ✓ · 5 Mar 2021
ତାଙ୍କରି ପ୍ରଯତ୍ନରେ ପ୍ରେରଣାରେ ଗଢି ଉଠିଲା ଓଡ଼ିଶା ତାଙ୍କରି ପାଇଁ ଲୁହ ଢାଳନ୍ତି ସର୍ବେ ଦେଉଛନ୍ତି ପୁଷ୍ପିତ ଶ୍ରଦ୍ଧାଞ୍ଜଳି ସ୍ମୃତିର ଢେଉରେ ଭାସି ଭାସି
Loading comments…
Loading comments…