by Prabhati Mahapatra ✓ · 2 Feb 2022
କ୍ରୁରର ମାନସେ କ୍ରୋଧ ନୃତ୍ୟ କଲେ ଗୃହ ଅମାବାସ୍ୟା ପରି ବେଳ ଥାଇ ରବି ଅସ୍ତମିତ ଦୃଶ୍ୟ ଲୀଳା ମଶାଣିକୁ ଧରି । ସ୍ଥାନ କାଳ ଭୁଲି ବାର୍ତ୍ତାଳାପ କରେ ଯେସନେ କାଳ ଭୁଜଙ୍ଗ ନିୟତି ଶାସନେ ଚାଲି ଯାଏ ପ୍ରାଣ ମନସ୍ତାପେ କିବା ଲାଭ ।
Loading comments…
Loading comments…