by Anirudha Kund ✓ · 5 Jan 2021
ସ୍ବଳପ ବୟସୀ ଶେଫାଳୀ ପ୍ରିୟସୀ ମହକରେ ଚହଟିଲାଣି କୁଆଁରି କଅଁଳ ମନ ନିଏ ଟାଣି ଗାଁ ପଦୁଅଁ ପୁଷ୍କରଣୀ ଘାସ ପତର ରେ ବୁଣିଛି ହେମନ୍ତ କେମନ୍ତ ମୁକୁତା ପାଣି ସକାଳୁ ସକାଳୁ ଶୀତୁଆ ପବନ ମନ ମୋର ନିଏ କିଣି ।
Loading comments…
Comments
Loading comments…