StoryMirror - Read, Write, Share & Repeat- ଆଣେ ସୁଖ ପସରାବି. ନିରୁପମା · 1 min read · 11.4K readsକ୍ଷେତମାଳେ ଧାନପାଚି
କେରିକେରି ଝୁଲୁଛି ,
ଚାଷୀଭାଇ ମନଟା ତ
ଆନନ୍ଦରେ ଫୁଲୁଚି ।
ଗଜଲକ୍ଷ୍ମୀ ପୂଜା ଆଉ
ଦୀପାବଳି ପରବ ,
ବଡ଼ଓଷା ,ମାଣବସାAction
- ପାର୍ବଣ ବେଳାDILIP KUMAR SAHOO · 1 min read · 138 readsନାଲିନାଲି କଇଁଫୁଲେ
ପୋଖରୀର ପାଣି ହସେ
ଭରା ନଈ ଭରା ନାଳ
ବରଷା ର ଗୀତ ଘୋଷେ ll
ଭୋଦୁଅରେ ଭାଲୁକୁଣୀ
ଦଶରା ଅଶିଣ ଶେଷେ
ପାର୍ବଣର ପଣତରେ
ହସଖୁସି ଅଙ୍କ କଷେ ।।Classics
- କୁଆଁର ପୁନେଇଁAnirudha Kund · 1 min read · 258 readsସ୍ବଳପ ବୟସୀ ଶେଫାଳୀ ପ୍ରିୟସୀ
ମହକରେ ଚହଟିଲାଣି
କୁଆଁରି କଅଁଳ ମନ ନିଏ ଟାଣି
ଗାଁ ପଦୁଅଁ ପୁଷ୍କରଣୀ
ଘାସ ପତର ରେ ବୁଣିଛି ହେମନ୍ତ
କେମନ୍ତ ମୁକୁତା ପାଣି
ସକାଳୁ ସକାଳୁ ଶୀତୁଆ ପବନ
ମନ ମୋର ନିଏ କିଣି ।Classics
- କୁମାର ପୂର୍ଣ୍ଣିମା ଗୀତPrafulla Chandra Mishra · 1 min read · 364 readsଉଷୁମ ପରଶ ମନର ମଣିଷ ଶ୍ରଦ୍ଧା,ସ୍ନେହ,ପ୍ରେମ, ପ୍ରୀତି
ସବୁକୁ ଭରଷା କରି ସିନା ପ୍ରାଣ ଧରି ରଖିଛି ଧରିତ୍ରୀ
ସେହି ଭରଷାରେ ସଂସାରେ ସହୀ ରେ
ଆଶା ତୋ ଅମୀୟ ପ୍ରୀତି କୁଆଁର ପୁନେଇଁ ରାତିRomance
- କୁମାର ପୂନେଇଁ ଜହ୍ନଗୋChittaranjan Nanda · 2 min read · 716 readsକୁଆଁର ପୁନେଇଁ ଜହ୍ନ ଲୋ
ଫୁଲ ବଉଳ ବେଣୀ,
ବରଷକେ ଥରେ ଆସେ ଏହି ପରବ
କୁଆଁରୀ ଝିଅଙ୍କ ପୁରି ଆନନ୍ଦ ଅପୂର୍ବ
ଫୁଲ ବଉଳ ବେଣୀ
କୁଆଁର ପୁନେଇଁ ଜହ୍ନ ଲୋ
ଫୁଲ ବଉଳ ବେଣୀ,
ଜହ୍ନିଓଷା ବ୍ରତ ପାଳନ କରନ୍ତି ଅଳତା, କୁଙ୍କୁମ ନାଇ
ମହା ଆଡମ୍ବAbstract
- ଗଜଲକ୍ଷ୍ମୀଙ୍କ ପୂଜନAjit Kumar Raut · 1 min read · 420 readsଜିଲ୍ଲା ନାମ ତା ସଢେଇକଳା ଖରସୁଆଁ ବିଚ୍ଛନ୍ନାର ଭୂମି,
ରାଜନଗରଟି ବ୍ଲକ ନାମ ତାର କଳାବାଡିଆର ଭୂମି।Others