by Prafulla Chandra Mishra ✓ · 13 Oct 2019
ଉଷୁମ ପରଶ ମନର ମଣିଷ ଶ୍ରଦ୍ଧା,ସ୍ନେହ,ପ୍ରେମ, ପ୍ରୀତି ସବୁକୁ ଭରଷା କରି ସିନା ପ୍ରାଣ ଧରି ରଖିଛି ଧରିତ୍ରୀ ସେହି ଭରଷାରେ ସଂସାରେ ସହୀ ରେ ଆଶା ତୋ ଅମୀୟ ପ୍ରୀତି କୁଆଁର ପୁନେଇଁ ରାତି
Loading comments…
Comments
Loading comments…