by Chittaranjan Nanda ✓ · 27 Oct 2021
କୁଆଁର ପୁନେଇଁ ଜହ୍ନ ଲୋ ଫୁଲ ବଉଳ ବେଣୀ, ବରଷକେ ଥରେ ଆସେ ଏହି ପରବ କୁଆଁରୀ ଝିଅଙ୍କ ପୁରି ଆନନ୍ଦ ଅପୂର୍ବ ଫୁଲ ବଉଳ ବେଣୀ କୁଆଁର ପୁନେଇଁ ଜହ୍ନ ଲୋ ଫୁଲ ବଉଳ ବେଣୀ, ଜହ୍ନିଓଷା ବ୍ରତ ପାଳନ କରନ୍ତି ଅଳତା, କୁଙ୍କୁମ ନାଇ ମହା ଆଡମ୍ବ
Loading comments…
Comments
Loading comments…