by Prafulla Chandra Mishra ✓ · 20 Jul 2021
ଶରଧା ବାଲିରେ ଉଡ଼େ କପିଧ୍ଵଜ ବଡ଼ଦାଣ୍ଡ ଗହଗହ ଯାଗ୍ରତ ହୁଅଇ ଅମୀୟ ଚେତନା ଲାଗିଅଛି ସମାରୋହ ଏହି ସମାରୋହ ମଣ୍ଡପେ ତୋରଣ ସଜାଇଛି ବଳାହକ ବରଷା ର ଧାରା ଫୁଲର ପସରା ସମ ଝରେ ଅଳ୍ପ ଅଳ୍ପ ।।
Loading comments…
Comments
Loading comments…