StoryMirror - Read, Write, Share & Repeat- ଆଜି ପରା ରଥଯାତJitendra Sahu · 1 min read · 14.5K readsପୋଡପିଠା ଫାଳେ ଖିଆ ସରିଗଲେ
ବିତିଯିବ ନଅଦିନ,
ବାହୁଡା ନିମନ୍ତେ କାଳିଆ ସାଆନ୍ତେ
ଆପେ ବଳାଇବେ ମନ,,।।Others
- ରଥଯାତ୍ରାSujata Behera · 1 min read · 6.7K readsରତ୍ନ ସିଂହାସନେ ଐଶ୍ୱର୍ଜ୍ୟଲିଳା,
ରଥଯାତ୍ରା ରେ ଜଗବନ୍ଧୁ ନ୍କ ମାଧୁର୍ଜ୍ୟଲିଳା,
ହେ ଜଗନ୍ନାଥ ,ହେ ଭାବଗ୍ରାହୀ ,
ନିଅ ମୋତେ ଏ ଭବସାଗରୁ ଉଦ୍ଧାର କରିOthers
- ମୋ କାଳିଆAjit Kumar Raut · 1 min read · 179 readsପାର୍ବଣ ଭକ୍ତି ଭକ୍ତଙ୍କର,
ରଥଯାତ୍ରା ଅଟେ ତାଙ୍କର।
ତହିଁ ସମାଗମ ଅପାର,
ମନବାଞ୍ଛା ପୂର୍ଣ୍ଣ ତାଙ୍କର।।
ଅଦୁର୍ଶ ରୋଗର ହିଁ ଭୟ,,
ଭକ୍ତ ହିଁ ଅଛନ୍ତି ନିର୍ଭୟ।
ମାସ୍କ ହିଁ ଦେବଟି ବିଜୟ,
ଦୂରତା କରିବଟି ଜୟ।।Classics
- ଲୀନ ହେଉ ଆତ୍ମା ମୋରPrafulla Chandra Mishra · 1 min read · 146 readsଶରଧା ବାଲିରେ ଉଡ଼େ କପିଧ୍ଵଜ ବଡ଼ଦାଣ୍ଡ ଗହଗହ
ଯାଗ୍ରତ ହୁଅଇ ଅମୀୟ ଚେତନା ଲାଗିଅଛି ସମାରୋହ
ଏହି ସମାରୋହ ମଣ୍ଡପେ ତୋରଣ ସଜାଇଛି ବଳାହକ
ବରଷା ର ଧାରା ଫୁଲର ପସରା ସମ ଝରେ ଅଳ୍ପ ଅଳ୍ପ ।।Classics