by Ajit Kumar Raut ✓ · 23 Jul 2021
ପାର୍ବଣ ଭକ୍ତି ଭକ୍ତଙ୍କର, ରଥଯାତ୍ରା ଅଟେ ତାଙ୍କର। ତହିଁ ସମାଗମ ଅପାର, ମନବାଞ୍ଛା ପୂର୍ଣ୍ଣ ତାଙ୍କର।। ଅଦୁର୍ଶ ରୋଗର ହିଁ ଭୟ,, ଭକ୍ତ ହିଁ ଅଛନ୍ତି ନିର୍ଭୟ। ମାସ୍କ ହିଁ ଦେବଟି ବିଜୟ, ଦୂରତା କରିବଟି ଜୟ।।
Loading comments…
Comments
Loading comments…