by Dipti lekha Mishra ✓ · 3 Oct 2020
ତୁମେ ଅନ୍ଧାରକୁ ଲଣ୍ଠନରେ ଦୂର କରୁଥିଲ ନିରକ୍ଷରକୁ ଶଦ୍ଦରେ ଗଢି ତୋଳୁଥିଲ ଲକ୍ଷେ ଜଞ୍ଜାଳ ବି ସହିପାରୁଥିଲ ତୁମେ ପରା ମୋ ଆପଣାର ବାପା॥
Loading comments…
Loading comments…