by ଅନିଲ କୁମାର ଲେଙ୍କା ✓ · 12 Dec 2020
ଲହୁ ଠାରୁ ଦାମିକା ତ ଲୋତକର ଭାର ଲିଭିଯାଏ ଲହୁ କୋହ ଲିଭେନା ଲୁହର ଅକାରଣେ ମଣିଷଟା ହୁଏ ଯଦି ଦୋଷୀ ଲହୁର ଓଜନ ଲାଗେ ଲୁହା ଠାରୁ ବେଶୀ
Loading comments…
Loading comments…