by Prabhati Mahapatra ✓ · 10 Aug 2021
ଶ୍ୟାମଳ ବର୍ଣ୍ଣୀ ତୁ କେବେ ସ୍ୱର୍ଣ୍ଣ ଚମ୍ପା ତୁହି ତୋ ରୂପ ବର୍ଣ୍ଣନା ପାଇଁ କାତ ପାଏ ନାହିଁ । ତଥାପି ମୋ ମାନସରେ ତୋ ରୂପ ଫଳିତ ତୋର ଗୁଣ ଗାନ ମାଗୋ କରିବି ଉଦ୍ଧୃତ ।
Loading comments…
Loading comments…