by Rajendra Giri ✓ · 22 Aug 2019
ଏବେ ଏବେ ମନ୍ଦିରର କେତନ ପାଖରୁ କୋଉଁ ଏକ ଧାତଵ ଯନ୍ତ୍ରର ଚିତ୍କାର ଶୁଭିଲା ମସଜିଦରୁ ବି ନମାଜ ଶୁଭୁଛି ! ତୁଳସୀ ଚୌରାର ଦୀପଠାରୁ ଛାତର ଷ୍ଟାଣ୍ଡ ଆଲୁଅ ବହୁ ଆଗରେ , ଅନୁମାନ କର ତୁ କେତେ ପଛରେ ।।
Loading comments…
Loading comments…