by Upendra prasad Mahala ✓ · 16 Jul 2021
ଚିଲିକା ତୀରଦେଶରେ ଶୋଭା ବଢାଉଥିଲା ସ୍ୱର୍ଣ୍ଣାଭ ବାଲୁକାରାଶି, ଝାଉଁ , କାଜୁ ଓ ନଡିଆ ଗଛର ବଣ, କୁଣ୍ଡଳେଶ୍ୱରଙ୍କ ପ୍ରାଚୀନ ଦେଉଳ, ଐତିହ୍ୟ, ସଂସ୍କୃତି ଓ କିମ୍ବଦନ୍ତୀର ସ୍ମାରକୀ ଓ ଦିବ୍ୟ ଅନୁଭବ।
Loading comments…
Loading comments…