by Anirudha Kund ✓ · 5 Jan 2021
କେଡେ ସରାଗରେ ଅସୀମ ଆଶାରେ ଲଗାଇଥିଲି ମୁଁ ଭାବ ତାହାର ଭାବରେ ବାଇ ହୋଇଗଲି ପାଉନାହିଁ ତାର ଠାବ କାହିଁକି କେଜାଣି ସବୁ ଜାଣି ଶୁଣି ଅଣଦେଖା ମୋତେ କଲା ॥୧॥
Loading comments…
Loading comments…