Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ବାଦ
10 poems
ମୋ ଲୁହ ଆଞ୍ଜୁଳା ତୁମେ ଶ୍ରଦ୍ଧାର ଫୁଲଟେ ଦେବ
ତାରାପ୍ରସାଦ ଜେନା · 1 min read · 217 reads
ବୟସ ଗଡ଼ିଲା ବେଳେ ନାଟକ ହେଉନି ଶେଷ ମୁହଁକୁ ଦେଖିଲା ପରେ ଜାଣୁନି ହସ କି ବିଷ ନିରୀହ ଆଖିରୁ ମୋର ଧୋଉଛି ସପନ ଲୋଭ ...........ମୋ ଲୁହ ଆଞ୍ଜୁଳା ତୁମେ ଶ୍ରଦ୍ଧାର ଫୁଲଟେ ଦେବ ! ୨ !
Romance
ମାୟାଧର
Anirudha Kund · 1 min read · 111 reads
କେଡେ ସରାଗରେ ଅସୀମ ଆଶାରେ ଲଗାଇଥିଲି ମୁଁ ଭାବ ତାହାର ଭାବରେ ବାଇ ହୋଇଗଲି ପାଉନାହିଁ ତାର ଠାବ କାହିଁକି କେଜାଣି ସବୁ ଜାଣି ଶୁଣି ଅଣଦେଖା ମୋତେ କଲା ॥୧॥
Classics
ଛନ୍ଦହୀନ ଜୀବନ
DILIP KUMAR SAHOO · 1 min read · 251 reads
ଚିନ୍ତା ଆଉ ଅବସାଦ ଟଳମଳ ହୁଏ ପାଦ ସପନକୁ କରେ ବାଦ ହଜିଲା ରାତିର ନିଦ
Others
ଅମାବାସ୍ୟା
Durjyodhan Barik · 1 min read · 185 reads
କେଉଁ ରାଇଜରେ ଘର ଗୋ ତୁମର କେବେ ଆସ କେବେ ଯାଅ, ଜହ୍ନ ସାଥେ କିବା କରୁଅଛ ବାଦ ମୁଖ ତାର ଦେଖୁନାହଁ ।
Children
ମୋବାଇଲ
DILIP KUMAR SAHOO · 1 min read · 235 reads
ଭଲ ଭେଲ କଥା ଭାବିବା ପାଇଁ ପିଲାଙ୍କ ପାଖରେ ସମୟ କାହିଁ ଗଢ଼ିବା ବୟସେ ପଢ଼ିବା ବୟସେ ଅବସାଦ ବାଦ କଲାରେ ଭଲା ମୋବାଇଲ ଭଲାରେ
Others
ଲିଭି ହଜିଯାଉ ସନ୍ତ୍ରାସବାଦ ର ମନ୍ତ
Prafulla Chandra Mishra · 1 min read · 136 reads
ଭାରତ ମାତାର ମଥାର କିରୀଟ ହୀମାଳୟ୍ ଗିରି ପରା କାହାରି ଆଗରେ ମଥାନତ କରି ହୋଇବ ନାହିଁ ରେ ଠିଆ
Others
Loading…
Next page →