by ତାରାପ୍ରସାଦ ଜେନା ✓ · 24 Sept 2020
ବୟସ ଗଡ଼ିଲା ବେଳେ ନାଟକ ହେଉନି ଶେଷ ମୁହଁକୁ ଦେଖିଲା ପରେ ଜାଣୁନି ହସ କି ବିଷ ନିରୀହ ଆଖିରୁ ମୋର ଧୋଉଛି ସପନ ଲୋଭ ...........ମୋ ଲୁହ ଆଞ୍ଜୁଳା ତୁମେ ଶ୍ରଦ୍ଧାର ଫୁଲଟେ ଦେବ ! ୨ !
Loading comments…
Loading comments…