by Bharatabandhu Biswal ✓ · 24 Apr 2021
ଆଇନ ଶାସ୍ତ୍ରରେ ଅଟ ବିଶାରଦ ତୀକ୍ଷ୍ଣ ପ୍ରତ୍ୟୁତ୍ପନ୍ନ ମତି ବଳିଷ୍ଠ ଯୁକ୍ତିରେ ତୁମକୁ ସହଜେ ପାରିନାହିଁ କେହି ଜିତି । ଗଢିଲ ଉତ୍କଳ ଜାତି ସମ୍ମିଳନୀ କହିଥିଲ କାନେ କାନେ ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ ।
Loading comments…
Loading comments…